Viral Video: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନରେଟ୍ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେ ଅଭିଯୋଗ ଶୁଣାଣି କରୁଥିବା ବେଳେ କିଛି ଅପରିଚିତ ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। କର୍ତ୍ତବ୍ୟରତ ଅଧିକାରୀଙ୍କୁ ମାଡ଼ ହୋଇଥିବା କାରଣରୁ ବି,ମ୍ସିାର କର୍ମଚାରୀମାନେ କଲମ ଛାଡ଼ି ନ୍ୟାୟ ଦବି କରି ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି।