Viral Video: ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗିତାଙ୍କ ସହ ଶୈଳେନ୍ଦ୍ର ସାମନ୍ତରାୟଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ । ପୂର୍ବରୁ ଏହି ଯୋଡି ନିଜ ଅଭିନୟ ଏବଂ ନୃତ୍ୟରେ ଦର୍ଶକଙ୍କ ହୃଦୟ ଜିଣିସାରିଛନ୍ତି । ତେବେ ଆଗକୁ ବୋଧହୁଏ ପୁଣିଥରେ ଏହି ଯୋଡିଙ୍କ କୌଣସି ନୂଆ ପ୍ରୋଜେକ୍ଟ ଆସିବାକୁ ଯାଉଛି । ନିକଟରେ ଉଭୟେ ମ୍ୟାଚିଂ ଡ୍ରେସ୍ ପିନ୍ଧିଥିବାର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।