Unveiling India Quiz Video: ଭାରତର ସାଂସ୍କୃତିକ ତଥା ବୌଦ୍ଧିକ ଐତିହ୍ୟ ସହ ଜଡିତ '‘Unveiling India Quiz'ର କର୍ଟେନ୍ ରେଜର ଏପିସୋଡ୍ ଆରମ୍ଭ ହେବାକୁ ଯାଇଛି। ଜିଆଇ ଟ୍ୟାଗ୍ ଉପରେ ଆଧାର କରି ଏହା ଏକ ନିଆରା ପ୍ରତିଯୋଗିତା, ଯାହା ଦେଶର ଛାତ୍ରମାନଙ୍କୁ ସେମାନଙ୍କର ବୁଦ୍ଧି ଓ ଜ୍ଞାନ ପ୍ରମାଣ କରିବାକୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇବ। DPIIT ସହଯୋଗରେ ସଂଗଠିତ ଏହି କୁଇଜ୍ ହେଉଛି ଭାରତୀୟ ଉତ୍ପାଦ, ପରମ୍ପରା ଏବଂ ବିଶେଷତ୍ୱକୁ ହାଇଲାଇଟ୍ କରିବାକୁ ଏକ ପ୍ରୟାସ।