Train Hit the SUV Car Viral Video: ଆମେରିକାର ଉଟାହରୁ ଏକ ଭୟଙ୍କର ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଦ୍ରୁତଗାମୀ ଟ୍ରେନ୍ ରେଳ ଟ୍ରାକରେ ଫସି ରହିଥିବା ଏକ SUVକୁ ଚାପି ଦେଇଛି। ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯାହା ଲୋକଙ୍କୁ ଚକିତ କରାଉଛି।