Mongoose vs Snake Fight Video: ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ। ଏହି କ୍ରମରେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏକ ବଡ଼ ସାପ ସହିତ ନେଉଳର ଲଢ଼େଇ ଜୋରଦାର ଭାଇରାଲ୍ ହେଉଛି। ଭିଡିଓରେ ଦେଖିପାରିବେ ଯେ ନେଉଳ ସାପ ସହ ଜୋରଦାର ଲଢ଼େଇ କରୁଛି ଏବଂ ଶେଷରେ ସାପକୁ ପରାସ୍ତ କରୁଛି। କିନ୍ତୁ କୌଣସି ପ୍ରକାରେ ସାପଟି ଚତୁରତାର ସହିତ ନିଜକୁ ବଞ୍ଚାଇବାରେ ସଫଳ ହୁଏ। ଏଠାରେ ଦେଖନ୍ତୁ ପୂରା ଭିଡିଓ।