Viral Video: ଓଲିଉଡ ଅଭିନେତା ସୁମନ ମହାରଣା ନିଜ ଅଭିନୟ ଦ୍ୱାରା ଲୋକଙ୍କ ଅତି ପ୍ରିୟ ହୋଇପାରିଛନ୍ତି । କେବଳ ଅଭିନୟ ନୁହେଁ ବରଂ ସୋସିଆଲ ମିଡିଆରେ ଲୋକମାନଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ସୁମନ । ଅନେକ ସମୟରେ ସୁମନ ନୂଆ ନୂଆ ରିଲ୍ସ ସେୟାର କରିଥାନ୍ତି । କମେଣ୍ଟ ବକ୍ସରେ ପ୍ରଶଂସକଙ୍କ ପ୍ରତିକ୍ରିୟା ସୁମନଙ୍କୁ ଖୁସି କରିଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୁମନ ଅନେକ ଆଲବମ, ସିନେମା ଏବଂ ଧାରାବାହିକରେ ଅଭିନୟ କରିଛନ୍ତି ।