Viral Video: ନିଜ ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜାକଲିନ । ସେ କେବଳ ପରଦାରେ ନୁହେଁ ବରଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ନିକଟରେ ପହଞ୍ଚିଥାନ୍ତି । ଅନେକ ସମୟରେ ନୂଆ ନୂଆ ରିଲ୍ସ ସେୟାର କରନ୍ତି ଯାହା ଖୁବ ଭାଇରାଲ୍ ହୋଇଥାଏ । ନିକଟରେ ପିପିଲି ଗେଟ୍ ସମ୍ମୁଖରେ ଜାକଲିନ ଏହି ଭିଡିଓଟି ସୁଟ୍ କରିଥିଲେ ଯାହା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି ।