Kaberi Padhi Dance Video: ଓଡ଼ିଆ ଯାତ୍ରା ଜଗତର କାବେରୀ ପାଢୀ ହେଇଛନ୍ତି ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ସେ ନିଜର ନିଆରା ଅଭିନୟ ମାଧ୍ୟମରେ ଓଡ଼ିଶାର ଯାତ୍ରା ପ୍ରେମୀଙ୍କର ଖୁବ୍ ପ୍ରିୟ। କହି ରଖୁଛୁ ଅଭିନେତ୍ରୀ କାବେରୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଏହା ସମେତ ସେ ନିଜ ପ୍ରଶଂସକଙ୍କ ପାଇଁ ବିଭିନ୍ନ ଫଟୋ ଏବଂ ଭିଡିଓ ସମୟ ସମୟରେ ସେୟାର କରିଥାନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ଏକ ରୋମାଣ୍ଟିକ୍ ଗୀତରେ ନାଚୁଥିବାର ନଜର ଆସୁଛନ୍ତି।