Odisha News: ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଓଡ଼ିଶା ବିଜେପି ସରକାର ବିରୁଦ୍ଧରେ ଆସନ୍ତା ୧୩ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଆମ ଆଦମୀ ପାର୍ଟିର ବିକ୍ଷୋଭ ପ୍ରଦର୍ଶନ କରାଯିବ : ନିଶିକାନ୍ତ ମହାପାତ୍ର