Viral Video: ଓଲଉଡ ଅଭିନେତା ଦୀପକ ଏବଂ ରିୟାଙ୍କୁ ଏକାଠି ଦେଖିବାକୁ ମିଳିଛି ଏହି ରିଲ୍ସରେ । ବରଫାଞ୍ଚଳରେ ଠୁମକା ଲଗାଉଛନ୍ତି ଉଭୟ କଳାକାର । ତେବେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ବୋଧହୁଏ ରିୟା ଏବଂ ଦୀପକ ଏକାଠି ଗୋଟିଏ ସିନେମାରେ ନଜର ଆସିବେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.