Viral Video: ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ମନୋଜ ମିଶ୍ର ନିଜ ପ୍ରତିକ୍ରିୟା ପାଇଁ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମନୋଜ ମିଶ୍ର ଓଡ଼ିଆ ସିନେମାର ଉନ୍ନତୀ ନେଇ ନିଜ ମନ୍ତବ୍ୟ ରଖିଛନ୍ତି ସୋସିଆଲ ମିଡିଆରେ । ଓଡ଼ିଆ ସିନେମା ଏବଂ ସରକାରଙ୍କ ହସ୍ତକ୍ଷେପ ନେଇ କଣ କହୁଛନ୍ତି ମନୋଜ ଶୁଣନ୍ତୁ ।