Video: ଏକ ମଞ୍ଚ କାର୍ଯ୍ୟକ୍ରମରୁ ଭାଇରାଲ ହୋଇଛି ଓଲିଉଡ ଦମ୍ପତି ସବ୍ୟାର୍ଚ୍ଚିତାଙ୍କ ଭିଡିଓ । ସବ୍ୟସାଚୀ ମଞ୍ଚରେ ଖୁବ ଭଲ ତେଲଗୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଅର୍ଚ୍ଚିତା ମଧ୍ୟ ସବ୍ୟଙ୍କ ନିକଟରୁ କିଛି ତେଲଗୁ କଥା ଶିଖି ମଞ୍ଚରେ କହିଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତାଙ୍କୁ ପାଖରେ ପାଇ ଉପସ୍ଥିତ ପ୍ରଶଂସକମାନେ ମଧ୍ୟ ଅନେକ ଖୁସି ପ୍ରକାଶ କରିଛନ୍ତି ।