Viral Video: ଅଭିନେତ୍ରୀ ରିୟା ଦେ ନିଜ ସୋସିଆଲ ମିଡିଆ ପେଜ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରିୟା ନିଜ ସାଥୀଙ୍କ ସହ ତୁଷାରପାତର ମଜା ନେଉଛନ୍ତି । ଭିଡିଓ ଅପଲୋଡ ହେବାର କିଛି ସମୟ ମଧ୍ୟରେ ପ୍ରଶଂସକଙ୍କ ଅନେକ ପ୍ରକାର ମିଶ୍ରିତ ପ୍ରତିକ୍ରିୟା କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି ।