Viral Video: ୟୁଟୁବ, ଇନଷ୍ଟାଗ୍ରାମ, ଫେସବୁକ ପରି ସୋସିଆଲ ମଡିଆ ଦ୍ୱାରା ପ୍ରଥମେ ଲୋକପ୍ରିୟତା ହାସଲ କରିଥିଲେ ରୂପା-ପିଣ୍ଟୁ । ପରେ ଅଭିନୟ ସହ ମ୍ୟୁଜିକ ଭିଡିଓରେ ଲୋକଙ୍କ ହୃଦୟ ଜିଣିଥିଲେ । ନିକଟରେ ବରଫାଞ୍ଚଳରୁ ଏହି ଦମ୍ପତ୍ତିଙ୍କ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ରୂପା-ପିଣ୍ଟୁ ନିଜ ପ୍ରଶଂସକଙ୍କୁ ଏକ ଖାସ୍ ଜିନିଷ ଭେଟି ଦେବାକୁ ଯାଉଛନ୍ତି ଯାହାର ସୁଟିଂ ଜୋରଦାର ଚାଲିଛି ।