Viral Video: ସୋସିଆଲ ମିଡିଆ ଏବଂ ଓଲିଉଡରେ ସର୍ବଦା ଚର୍ଚ୍ଚାରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନୂଆ ରିଲ୍ସ ଭାଇରାଲ୍ ହେବାରେ ଲାଗିଛି । ମିଠା ସ୍ୱରରେ ପ୍ରକୃତି ଗୀତ ଗାଇଁ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି, ଓଲିଉଡର ଅନେକ କଳାକାର ପ୍ରକୃତିଙ୍କ ସ୍ୱରର ପ୍ରଶଂସା କରିଛନ୍ତି କମେଣ୍ଟ ବକ୍ସରେ ।