Accident Video: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ବେଲଗଡ ଗାଁରେ ଭାରସାମ୍ୟ ହରଇ ଡ୍ରେନକୁ ଖସିଲା ଚାଉଳ ବୋଝେଇ ଟ୍ରକ, ଦୁର୍ଘଟଣାରେ ଡ୍ରାଇଭର ଓ ହେଲ୍ପଲ୍ ସମେତ ଜଣେମହିଳା ଓ ୯ ମାସର ଶିଶୁ ଗୁରୁତର ଆହତ ହୋଇଛନ୍ତି l lରାୟଗଡ଼ା ଠାରୁ ବ୍ରହ୍ମପୁରର ଅଭିମୁଖେ ଯାଉଥିବା ଏକ ରାଉଳ ବୋଝେଇ ଟ୍ରକ ଭାରସାମ୍ୟ ତପ୍ତପାଣି ଘାଟି ବେଲଗଡ ଗାଁ ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନକୁ ଖସି ଯାଇଛି l ଫଳରେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପର୍ ଚାଉଳ ବସ୍ତା ତଳେ ଚାପୀ ହୋଇ ଆହତ ହୋଇଛନ୍ତି l ଦୁର୍ଘଟଣା ସମୟରେ ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ବେଳେ ଗାଁର ମହିଳା ସରସ୍ଵତୀ ଶବର ଓ ୯ ମାସର ଶିଶୁ ଗୁରୁତର ଆହତ ହୋଇଛନ୍ତି l