Viral Video: ଅଭିନେତ୍ରୀ ନେହା ନାଗେଶ୍ୱରୀ ମହାନ୍ତିଙ୍କ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ନେହା ସୁଟିଂ ସେଟ୍ ରେ ମିଛିମିଛିକା ବିବାହ କରୁଛନ୍ତି । ବ୍ରାଇଡାଲ୍ ଲୁକ୍ ରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ନେହା । ଏହି ଲୁକ୍ ଦେଖିବା ପରେ ନେହାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ଖୁସି ହୋଇ ବିଭିନ୍ନ ପ୍ରତିକ୍ରିୟା କମେଣ୍ଟ ବକ୍ସରେ ଦେଇଛନ୍ତି ।