Bear vs Tiger fight Video: ବାଘ ଏବଂ ଭାଲୁ ମଧ୍ୟରେ ଲଢ଼େଉ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଜଙ୍ଗଲରେ ଏକ କଳା ଭାଲୁ ଏବଂ ବାଘ ମଧ୍ୟରେ ଲଢ଼େଇ ହେବାର ଏକ ନାଟକୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ନିର୍ଭୀକ ଭାଲୁ ନିଜ ଛୁଆକୁ ବାଘ କବଳରୁ ରକ୍ଷା କରୁଥିବା ଦେଖାଯାଉଛି, ମାଆ ଭାଲୁ ସାହସର ସହିତ ଏକ ବଡ ବାଘଠାରୁ ଯେପରି ରକ୍ଷା କରୁଛି ତାହା ସମସ୍ତଙ୍କୁ ଚକିତ କରୁଛି। ଦେଖନ୍ତୁ ଏହି ଭିଡିଓ-