Video: ଏହି ସିସିଟିଭି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜଣେ ମହିଳା ଏକ ଦୋକାନ ବାହାରେ ଛିଡା ହୋଇଥିବା ସମୟରେ ହଠାତ୍ ତାଙ୍କ ଅଜାଣତରେ ପଛପଟୁ ନିଆଁ ଲଗାଇଦେଉଛନ୍ତି ଜଣେ ଯୁବକ । ନିଆଁ ଲାଗିବା ପରେ ଯୁବତୀଜଣକ ଖୁବ୍ ବ୍ୟସ୍ତ ହୋଇପଡୁଛନ୍ତି । ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।