vigilance raid
Vigilance Raid: କୁବେର ଡିଏଫଓଙ୍କୁ ଆଜି ବାନ୍ଧିପାରେ ଭିଜିଲାନ୍ସ
କେନ୍ଦୁଝର: କେନ୍ଦୁପତ୍ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି। ଚଢାଉ ସମୟରେ ତାଙ୍କର କେନ୍ଦୁଝରସ୍ଥିତ ବାସଭବନରୁ ପ୍ରାୟ ସାଢେ ୮ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା। ସେହିପରି ଏକ ପିସ୍ତଲ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ। ଏହି ବନ୍ଧୁକକୁ ନେଇ ପୋଲିସ ପକ୍ଷରୁ ଏବେ ଯାଞ୍ଚ କରାଯ
Jul 22,2025, 11:03 AM IST
Odisha news
Odisha News: ଲୁହାପଥର ପରିବହନ ପାଇଁ ପାଇପ ଲାଇନ କାମ କୁ ବନ୍ଦ କଲେ ଟ୍ରକ ମାଲିକ
କେନ୍ଦୁଝର: ପାଇପ ଲାଇନ ଯୋଗେ ଲୁହାପଥର ପରିବହନକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଟ୍ରକମାଲିକ ସଂଘ, ଯୋଡ଼ା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ବଡ଼ବିଲ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ଭଦ୍ରାସାହି ଟ୍ରକ ମାଲିକ ସଂଘ ଦ୍ୱାରା ଗଠିତ କୋର କମିଟିରେ ଥିବା ସଦସ୍ୟ ଓ ଟ୍ରକ ମାଲିକମାନେ ଆଜି କେନ୍ଦୁଝର ଜିଲ୍ଲାର ଗୋପାଳପୁର, କତରାବ
Apr 29,2025, 14:27 PM IST
odisha news: ନିଯୁକ୍ତି ଦାବିରେ କେନ୍ଦୁଝରରେ ଧାରଣା
କେନ୍ଦୁଝର: ଜମିହରା କ୍ଷତିଗ୍ରସ୍ତୁଙ୍କୁ ରେଳ ସାଇଡିଙ୍ଗରେ ନିଯୁକ୍ତି ଦାବିରେ ଆଜି ପୁର୍ନଃବାର ଧାରଣାରେ ବସିଛନ୍ତି ଗୋହାଲଡିହି ଗ୍ରାମବାସୀ।ଓଡିଶା ମାନବାଧିକାର କମିଶନ ଙ୍କ ଆଦେଶ କୁ ଜିଲ୍ଲା ପ୍ରଶାସନ ପାଳନ ନକରି ଏହି ବିବାଦ ସମାଧାନ କରୁନଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଫଳରେ ଆଜି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ
Apr 16,2025, 12:51 PM IST
crime news
Crime News: ପାରିବାରିକ କଳହରୁ ତୁମୁଳକାଣ୍ଡ, ସମ୍ପର୍କରେ ଲାଗିଲା ରକ୍ତର ଦାଗ
Crime News: ପାରିବାରିକ କଳହରୁ ଘଟିଛି ତୁମୁଳକାଣ୍ଡ। ସମ୍ପର୍କରେ ଲାଗିଛି ରକ୍ତର ଛିଟା। ଦାଦାକୁ ହତ୍ୟା କରିଛି ପୁତୁରା। ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି କେନ୍ଦୁଝରର ସୁଆକାଟି ଫାଣ୍ଡି ଅନ୍ତର୍ଗତ ତଳକଇଁଶାରି ଗାଁରେ। ସେପଟେ ଦାଦାର ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ପୁତୁରା।
Apr 12,2025, 11:22 AM IST
Keonjhar News
Keonjhar News: ମାଗଣା ଚାଉଳ ପାଇଁ ୧୫ କିଲୋମିଟର ପାହାଡ଼ ଚଢନ୍ତି ଟଣ ପଞ୍ଚାୟତବାସୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳ ପାଇଁ ହିତାଧିକାରୀଙ୍କ ସଂଘର୍ଷ। କେଉଁଠି ମାଗଣା ଚାଉଳ ପାଇଁ ପାହାଡ଼ ରାସ୍ତାରେ ଚାଲିବାକୁ ପଡୁଛି ଗୁଡ଼ାଏ ବାଟ ତ ଆଉ କେଉଁଠି ଗାଡି ଭଡା ଦେଉଛି ଦୁଃଖ। ଏମିତି ଚିତ୍ର ରାଜ୍ୟରେ ବହୁ ସ୍ଥାନରେ ଦେଖିବାକୁ ମିଳୁଛି। ବହୁ ସ୍ଥାନରେ ଚାଉଳ ମିଳୁଥିବା ସ୍ଥାନ ପଞ୍ଚାୟତ
Mar 14,2025, 8:26 AM IST
Odisha News: ଅର୍ଥନୈତିକ ଶାଖା ପଞ୍ଝାରେ ରାଜା ଚକ୍ର, ବଢୁଛି ଅଡୁଆ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶୁଆକାଟି OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୫୦ କୋଟି ଟଙ୍କା ହେରଫେର୍ ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ। ଘାଣ୍ଟୁଛି EOW। ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ହେଲେ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପ
Mar 5,2025, 12:55 PM IST
gold mines
Gold mines: କେନ୍ଦୁଝରରୁ ମିଳିଲା ସୁନା ଖଣିର ସନ୍ଧାନ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହେବ ସୁନାଖଣି। ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତ ଜଳଡିହା ଗାଁରେ ହେବ ଏହି ସୁନାଖଣି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ କାମ ଆସନ୍ତା ମାର୍ଚ୍ଚ ମାସରେ ଶେଷ ହେଉଥିବା ବେଳେ ଏଠାରୁ ସଂଗୃହୀତ ସୁନାର ନମୂନା ଅତ୍ୟନ୍ତ ଉଚ୍ଚମାନର ବୋଲି ଜଣାପଡିଛି। ଏହି ନମୂନା ଭୁବନେଶ୍ବର ପରୀକ୍ଷାଗ
Jan 31,2025, 13:56 PM IST
Odisha News: ଦଧିବାମନଜିଉ ମନ୍ଦିର ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର
ଓଡ଼ିଆ ଙ୍କ ପ୍ରାଣ ର ଦେବତା ଜଗନ୍ନାଥ ତେଣୁ ଜଗନ୍ନାଥ ଙ୍କ ପୁରାତନ ସଂସ୍କୃତି ର ଗାଥା ବହନ କରୁଥିବା ମନ୍ଦିର ପ୍ରତି ସରକାର ତଥା ପ୍ରଶାସନ ଦୃଷ୍ଟି ଦେବାକୁ ଆନନ୍ଦପୁର ବାସୀ ଙ୍କ ଅନୁରୋଧ।
Jan 17,2025, 11:32 AM IST
Odisha News: ବୈତରଣୀ ନଦୀରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର
Odisha News: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀ ରୁ ଉଦ୍ଧାର କରାଯାଇଛି ୧୮ଟି ପ୍ରାଚୀନ ବିରଳ ଶୈବ ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରାଚୀନ ଅର୍ଘ୍ୟ ସ୍ତୁପ ଓ ମନ୍ଦିର।
Dec 21,2024, 13:02 PM IST
Kali Puja 2024
Odisha News: ଏଥର କେନ୍ଦୁଝରରେ ଜମିବ କାଳୀପୂଜା , ମୀନା ବଜାରରେ ଚଟପଟା ଖାଇବାର ମଜା ଉଠାଇବେ ଲୋକେ
Odisha News: କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ମେଳା। କାଳୀପୂଜାରେ ବସିବ ୧ହଜାରରୁ ଅଧିକ ଷ୍ଟଲ୍। ଏ-ବର୍ଷ ୮୪ ବର୍ଷରେ କାଳୀତୀର୍ଥ କାଳୀପୂଜା ପଦାର୍ପଣ କରିଥିବା ବେଳେ, ୫୬ବର୍ଷରେ ପଦାର୍ପଣ କରିଛି ନେତ୍ରାକାଳୀ ପୂଜା। ଏଥିସହ, ୩୮ବର୍ଷରେ ପଦାର୍ପଣ କରିଛି କାଶୀପୁର ମା ଶ୍ମଶାନ କାଳୀଙ୍କର ପୂଜା।
Oct 31,2024, 12:45 PM IST
Kali Puja 2024: କାଳୀ ପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Kali Puja 2024: ଐତିହାସିକ କାଳୀପୂଜା ଉତ୍ସବ ମୁଖର ହୋଇପଡିଛି ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କୁ ପୂଜାର୍ଚନା ନେଇ ଟ୍ରଷ୍ଟ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି ।
Oct 31,2024, 12:31 PM IST
Vigilance Raid: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲି
Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିପ ଇଞ୍ଜିନିୟର ଏଣ୍ଡ ବେସିନ ମେନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁ ।
Oct 22,2024, 10:17 AM IST
Odisha News: ଦୁର୍ଗାପୂଜା ଅବସରରେ ଆଖଡ଼ା ଖେଳର ୧୦୦ ବର୍ଷ ପୂର୍ତ୍ତି ପାଳନ
Odisha News: ବାଲେଶ୍ବରରେ ଦୁର୍ଗାପୂଜା ଅବସରରେ ପ୍ରସିଦ୍ଧ ଆଖଡ଼ା ଖେଳର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ମହାବୀରଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି । ୧୯୨୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ମହତ ଉଦ୍ଦେଶ୍ୟନେଇ ଆଖଡା ଖେଳ ଆରମ୍ଭ କରିଥିଲେ।
Oct 12,2024, 11:24 AM IST
Odisha News: ଭତ୍ତା ଟଙ୍କା ପାଇଁ ୧ କିଲୋମିଟର ବାଟ ଗୁରୁଣ୍ଡି ଗୁରୁଣ୍ଡି ଗଲେ ୮୦ ବର୍ଷିୟ ବୃଦ୍ଧା
Odisha News: ଭତ୍ତା ଟଙ୍କା ପାଇଁ ୧ କିଲୋମିଟର ବାଟ ଗୁରୁଣ୍ଡି ଗୁରୁଣ୍ଡି ଗଲେ ରାଇସୁଆଁ ଗାଁର ୮୦ ବର୍ଷିୟ ବୃଦ୍ଧା ପଥୁରୀ ଦେହୁରୀ । କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି
Sep 25,2024, 13:30 PM IST
Odisha News: ତୃଟିପୂର୍ଣ୍ଣ ଚିକିତ୍ସାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା
Odisha News: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି।
Sep 12,2024, 13:35 PM IST
Odisha News: ଏଇଠି ଶସ୍ତାରେ ମିଳୁଛି ଇଲିସି, କିଲୋ ୨୫୦
Odisha News: ଜାଲରେ ପଡୁଛି ପ୍ରଚୁର ଇଲିସି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ସମୁଦ୍ରରେ ମତ୍ସଜୀବୀଙ୍କ ଜାଲରେ ପ୍ରଚୁର ପରିମାଣରେ ଇଲିସି ମାଛ ପଡୁଥିବା ବେଳେ ଓଡିଶା ସମୁଦ୍ରରେ ମତ୍ସଜୀବୀ ନିରାଶ ।
Sep 12,2024, 13:15 PM IST
Dara Singh case
ଦାରା ସିଂ ମାମଲାରେ ଅଗଷ୍ଟ ୨୭ରେ ହେବ ପରବର୍ତ୍ତୀ ଶୁଣାଣି
ନ୍ୟାୟାଳୟରେ ଦାରା ସିଂଙ୍କ ଆବେଦନରେ ଦର୍ଶାଯାଇଛି ଯେ, ମୟୁରଭଞ୍ଜ ଜିଲା ମହୁଲଡିହା ଥାନାର ଦୁଇଟି ମାମଲା ଏବଂ ସିବିଆଇର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି ।
Aug 17,2024, 21:16 PM IST
Odisha News: ସାପ କାମୁଡ଼ାରେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର
Odisha News: ତେବେ ମୃତକ ଛାତ୍ର ଜଣକ ହେଲେ ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ପଞ୍ଚାୟତ ଅର୍ଶଳା ଗ୍ରାମ ମୁଣ୍ଡାସାହିର କାଣ୍ଢେ ମୁଣ୍ଡାଙ୍କ ୬ବର୍ଷର ପୁଅ ଗୌରାଙ୍ଗ ମୁଣ୍ଡା। ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଗୌରାଙ୍ଗ ଏବଂ ତାର ସମ୍ପର୍କୀୟା ମାମୁଁ ଓ ଆଉ ଦୁଇ ଜଣ ସାଥି ଛୁଆ ସହିତ ବିଛଣା ପାରି ଘର ଭିତରେ ତଳେ ଶୋଇଥିଲେ।
Aug 7,2024, 14:15 PM IST
Odisha News: ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ
Odisha News: ହାତୀ ଦାନ୍ତ କାରବାରରେ ସାତ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତି ମାନଙ୍କ ଠାରୁ ପାଞ୍ଚଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି। ଏହିପରି ଏକ ବଡ଼ ଧରଣର ଚଢ଼ାଉ କରି ବନ ବିଭାଗକୁ ସଫଳତା ମିଳିଛି। ବାରିପଦା ବନ ବିଭାଗ ସହ ଶିମିଳିପାଳ ର ସ୍ପେସାଲ ଟିମ୍ , STF,JTF ମିଳିତ ଭାବେ ଚଢ଼ାଉ କରି ଏହି ପରି ଏକ ବଡ଼ ଧରଣର ରାକେଟ କୁ ଗିରଫ କରିଛି ବନ ବିଭାଗ।
Aug 2,2024, 13:43 PM IST
Odisha News: ସହରରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ
Odisha News: ଖଣ୍ଡା ତରବାଲ ଧରି ସହରରେ ବୁଲୁଥିଲେ । ରାସ୍ତାରେ ଯାହାକୁ ପାଇଲେ ପିଟିଲେ ହାଣିଲେ । ଆଉ ସହରରୁ ପୋଲିସ ଭୟରେ ଫେରାର ହୋଇଗଲେ । ଆଠ ଦିନ ପରେ ପୋଲିସ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଧରିଛି। ବାରିପଦା ସହରରେ ଗତ ବୁଧବାର ଆତଙ୍କ ଖେଳି ଯାଇଥିଲା।
Aug 2,2024, 12:06 PM IST
Balasore News
Balasore News: ପ୍ରଶାସନର ନାକ ତଳେ ବାଲି ଲୁଟ ଅଭିଯୋଗ
ତେବେ ଏହି ଘଟଣାକୁ ନେଇ ଭୋଗରାଇ ତହସିଲଦାର ହିମାଂଶୁ ଗିରି କହିଛନ୍ତି ବାଲି ଉଠୁଥିବା ଜାଗା ହେଉଛି ସରକାରୀ ଜାଗା। ଅଭିଯୋଗ ପାଇବା ପରେ ଆମେ ଘଟଣା ସମ୍ପର୍କରେ ସ୍ଥାନୀୟ RI ଠୁ ଏକ ରିପୋର୍ଟ ପ୍ରସ୍ତୁତ କରି IIC ଙ୍କୁ ରିପୋର୍ଟ କରିଛୁ। ଏହା ସହ ଖଣିଜ ସମ୍ପଦ ବିଭାଗକୁ ମଧ୍ୟ୍ୟ ପଠାଇଛୁ ବୋଲି ସେ କହିଛନ୍ତି।
Jul 22,2024, 19:34 PM IST
Odisha News: ପ୍ରଶାସନର ନାକ ତଳେ ବାଲି ଲୁଟ
Odisha News: ସରକାରୀ ଜାଗାରୁ ବେଆଇନ ଭାବେ ଚାଲିଛି ବାଲି ଉତ୍ତଳୋନ। ତହସିଲ କାର୍ଯ୍ୟାଳୟକୁ ଲାଗି ରହିଥିବା ଏହି ଗାଁ ଏବେ ବାଲି ମାଫିଆଙ୍କ କବଜାରେ।ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ବିକ୍ରି କରାଯାଉଛି । ଆଉ ଜଳେଶ୍ୱରପୁର ପଂଚାୟତରୁ ଦୀର୍ଘ ଦିନ ଧରି ରାତି ହେଉ କୀ ଦିନ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଯାହାକି ଗାଁର କିଛି ବାଲି ମାଫିଆ ମାନେ ଏକର ଏକର ସରକାରୀ ଜାଗାରୁ ଜେସିବି ରେ ବାଲି ତାଡି ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।
Jul 22,2024, 11:13 AM IST
ବର୍ଷାରେ ବେହାଲ ମାଲକାନଗିରି: ଯାତାୟାତ ଠପ, ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଞ୍ଚଳ
Odisha News: ଶୁକ୍ରବାର ସନ୍ଧ୍ୟାରୁ ପୋଲ ଉପରେ ୩ ଫୁଟ ଉଚ୍ଚ ର ଜଳ ପ୍ରଭାହ ଥିବା ବେଳେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଏହି ଜଳସ୍ତର ଆହୁରି ବଢ଼ିବାରେ ଲାଗିଛି । ସେହିପରି ମାଲକାନଗିରି ରୁ କାଲିମେଳା କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଟେରୁ ପୋଲ ଉପରେ ମଧ୍ୟ ପ୍ରାୟ ୪ଫୁଟ ଉଚ୍ଚତା ର ଜଳ ପ୍ରବାହିତ ହେଉଛି । ଜଳପ୍ରଭାହ ଦ୍ୱାରା ଯାତାୟାତ ଠପ ହୋଇଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି ।
Jul 21,2024, 12:49 PM IST
Odisha News: ବାପାଙ୍କୁ ମାଡ଼ ମାରି ପୁଅକୁ ଅପହରଣ, ମୁକ୍ତି ପାଇଁ ମାଗିଲେ ୫ ଲକ୍ଷ ଟଙ୍କା
କେନ୍ଦୁଝର: ବାପା କୁ ମାଡ ମାରି ପୁଅ କୁ ଅପହରଣ ଅଭିଯୋଗ। ଘଟଣା ପଛରେ ଟଙ୍କା କାରବାର। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପନ୍ଦାଡୋ ଅଞ୍ଚଳରେ। ପନ୍ଦାଡୋ ଗାଁ ର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ। ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାରରେ ଅପହୃତ ସ
Jul 20,2024, 23:05 PM IST
ଯୋଗ ଶିକ୍ଷକଙ୍କ ଦରମା କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ମେଡିକାଲ ସୁପରିଟେଣ୍ଡେଣ୍ଟ
Odisha News: ସୁପରିଟେଣ୍ଡେଣ୍ଟ ରଞ୍ଜୀବ ରାଉତ କିଛି ଅର୍ଥ ଦାବି କରିଥିଲେ। ଦେବବ୍ରତ ଏସବୁ ଭିଜିଲାନ୍ସ ଟିମର ପ୍ରସ୍ତୁତି ଅନୁଯାୟୀ ଧାର୍ଯ୍ୟ ଅର୍ଥ ସୁପରିଟେଣ୍ଡେଣ୍ଟ ରଞ୍ଜୀବ ରାଉତଙ୍କୁ ଦେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ରଙ୍ଗେ ହାତରେ ଧରି ଅଧିକ ତଦନ୍ତ ପାଇଁ କେନ୍ଦୁଝର ନେଇ ଯାଇଥିବା ସୂଚନା ମିଳିଛି ଅନ୍ୟପଟେ ତାଙ୍କର ଯାଜପୁର ଘରେ ମଧ୍ୟ ଭିଜିଲାନ୍ସ ଟିମର ରେଡ ଚାଲୁଥିବା ସୂଚନା ମିଳିଛି।
Jul 20,2024, 13:17 PM IST
DMF Fund
DMF Fund: ଡିଏମଏଫରୁ ଷ୍ଟିକର ମାରି ୮ କୋଟି ଚଳୁ, କୋଟି କୋଟି ଟଙ୍କାର ଦୁର୍ନିତୀ ଅଭିଯୋଗ
କେନ୍ଦୁଝର: ସ୍କୁଲ ରୁପାନ୍ତକରଣ ନାମରେ ହୋଇଛି ହରିଲୁଟ। ସ୍କୁଲଗୁଡିକୁ ସୁନ୍ଦର କରିବା ପଛରେ ରହିଛି ଦୁର୍ନିତୀର ଗନ୍ଧ। ବିଦ୍ୟାଳୟଗୁଡିକର କବାଟ ଝରକାରେ ଷ୍ଟିକର ଲାଗିଛି। ଏହି ଷ୍ଟିକର ଲାଗିବା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା। ଏକ ନିର୍ଦ୍ଦିଷ୍ଟ ଠିକା କମ୍ପାନୀକୁ ବିନା ଟେଣ୍ଡରରେ ଏହି ଷ୍ଟିକର ଲଗାଇବା ପାଇଁ ଦିଆଯାଇ ଡିଏମଫ ପାଣ୍ଠିକୁ ହର
Jul 19,2024, 21:50 PM IST
Keonjhar Rathyatra
Keonjhar Rathyatra : ବିଶ୍ଵର ସର୍ବ ବୃହତ ରଥରେ ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ଶ୍ରୀଜୀୟୁ
କେନ୍ଦୁଝର: କେନ୍ଦୁଝର ସହରର ପୁରୁଣା ବଜାରଠାରେ ଆଜି ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କର ବାହୁଡା ଯାତ୍ରା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହଉଛି । ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ଶ୍ରୀଜୀୟୁ ମାନେ । ମାଉସୀ ମା ମନ୍ଦିର ରୁ ଶ୍ରୀ ଶ୍ରୀ ବଳଦେବ, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ତିନି ଠାକୁର, ଧାଡି ପହଣ୍ଡିରେ ଆସି ରଥ ଚାରିପେଟ ପରିକ୍ର
Jul 15,2024, 21:49 PM IST
Odisha News: ମାତିଛନ୍ତି ଲୁଟେରା, ଗୁଳି ଫୁଟାଇ ଦମ୍ପତିଙ୍କ ଲୁଟ୍
Odisha News: ମାତିଛନ୍ତି ଲୁଟେରା। ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍। ଦିନ ଦ୍ବି ପହରେ ପୋଲିସ୍ କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ବେଲବାହାଳି ବାଇପାସ ନିକଟରେ ଗୁଳି ଫୁଟାଇ ଦମ୍ପତିଙ୍କ ନିକଟରୁ ଲୁଟ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
Jul 15,2024, 15:13 PM IST
Odisha News: ମାତିଛନ୍ତି ଲୁଟେରା, ବାଲିମ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର
Odisha News: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଲିମ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ଆସବାବତ୍ର ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ପଞ୍ଚାୟତ କାର୍ଯ୍ଯାଳୟର ତାଲା ଭାଙ୍ଗିବା ସହ ଏହି ପରିସରେ ଥିବା ଆମ ବ୍ଯାଙ୍କର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ଲୁଟି ନେଇଛନ୍ତି।
Jul 14,2024, 13:19 PM IST
Odisha News:ନିଆରା ବିବାହ, ଠାରରେ ଠାରରେ ସାତଜନ୍ମ ପାଇଁ ପଡିଲା ହାତଗଣ୍ଠି
Odisha News: ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନକ୍ଷମ ବରକନ୍ୟା । ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ହେଲେ ପ୍ରତିଶ୍ରୁତିବଦ୍ଧ । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ କିନ୍ତୁ ସାଧାରଣ ନୁହେଁ । ବରବଧୂ ବେଶରେ ବସିଥିବା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ ।
Jul 13,2024, 13:51 PM IST
Ghatagaon Tarini Temple
Ghatagaon Tarini Temple: ଆଷାଢୀ ପର୍ବ ପାଇଁ ବନ୍ଦ ରହିଥାଏ ଘଟଗାଁ ମା' ତାରିଣୀଙ୍କ ମନ୍ଦିର, ଜାଣ
Ghatagaon Tarini Temple: ମାଆ ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ନିଆରା। କେନ୍ଦୁଝର ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଷାଢୀ ପର୍ବ ପାଇଁ ଯୋଡି ମହୁରି ଓ ନାଗରା ଶବ୍ଦରେ ପ୍ରକମ୍ପିତ ହେଉଛି ପୂରା ବେଢା ।
Jul 12,2024, 13:04 PM IST
ଶ୍ରାବଣରେ ଜଳଲାଗି କରିବାକୁ ଆଖଣ୍ଡଳମଣିଙ୍କ ପୀଠ ଯାଉଛନ୍ତି କି? ଜାଣନ୍ତୁ କାଉଡ଼ିଆଙ
Odisha News: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣୀଯାତ୍ରା। ଏହି ଯାତ୍ରା ଆସନ୍ତା ଆସନ୍ତା ଅଗଷ୍ଟ ୧୯ ଯାଏଁ ଏକ ମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
Jul 11,2024, 10:40 AM IST
Nayagarh Crime News
Nayagarh Crime News: ପ୍ରେମିକାକୁ ଚିଠି ଦେଲା ବେଳେ ଧରାପଡି଼ଲା ପ୍ରେମିକ, ଆଉ ତା ପରେ...
Nayagarh Crime News: ପ୍ରେମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲାରେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ। ପ୍ରେମିକାକୁ ଚିଠି ଦେଲା ବେଳେ ପ୍ରେମିକାର ଘର ଲୋକଙ୍କ ହାତରେ ଧରା ପଡିଲା ପ୍ରେମିକ। ଆଉ ନିର୍ଧୁମ୍ ମାଡ ବି ଖାଇଲା।
Jul 9,2024, 13:46 PM IST
Odisha News: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ଡ୍ୟାମରେ ଏବେ ପଡିଛି ତାଲା
Odisha News: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ଡ୍ୟାମରେ ଏବେ ପଡିଛି ତାଲା। ପର୍ଯ୍ୟଟକଙ୍କୁ ପରିଦର୍ଶନ ମନା ଯାହାକୁ ନେଇ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ। ଡ୍ୟାମର ଭିତର ପାର୍ଶ୍ୱରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ଡ୍ୟାମ ରାସ୍ତାରେ ଯାତାୟାତ ମନା ଯାହାକୁ ନେଇ ଅସନ୍ତୋଷ ସହିତ ଗ୍ରାମବାସୀଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ ହେଲେ ଏଭଳି ପରିସ୍ଥିତି କାହିଁକି ଆସିଲା ଦେଖିବା ଆମର ଏହି ରିପୋର୍ଟରେ।
Jul 2,2024, 10:33 AM IST
Odisha News: ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ମହିଳା
Odisha News: ଆଉ ବଞ୍ଚିବାକୁ ଚାହୁଁନି, ମରିବାକୁ ଅନୁମତି ମିଳୁ’..ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଏଭଳି କହିଲେ ଜଣେ ମହିଳା। ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ।
Jul 2,2024, 10:00 AM IST
Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ, ୬ ଆହତ
Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ । ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ତ ଜଳ ମଣ୍ଡୁଆ ପଂଚାୟତର ପଦୀନାରାୟଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
Jun 26,2024, 13:02 PM IST
Odisha News: ଲେଖାପଢା ଜାଣି ନଥିବାରୁ ହରାଇଲେ ସରପଞ୍ଚ ପଦ, ଦାୟିତ୍ବ ନେଲେ...
Odisha News: ଲେଖାପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଆଉ ଦାୟିତ୍ବ ନେଲେ ନାଏବ ସରପଞ୍ଚ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।
Jun 26,2024, 11:38 AM IST
Odisha News: କ୍ୟାନସର ରୋଗୀଙ୍କ ପାଇଁ କେଶ ଦାନ କଲେ ୧୬ ବର୍ଷର ଛାତ୍ରୀ
Odisha News: ସେ +୨ ବିଜ୍ଞାନ ପଢିବା ପାଇଁ ପ୍ରସ୍ତୁତ ମଧ୍ଯ କରୁଛନ୍ତି। ଅଙ୍କିତା ପିଲା ବେଳୁ ସମାଜ ସେବା ପାଇଁ ଆଗ୍ରହ ରଖୁଥିଲେ। ଏବେ ଅଧ୍ୟୟନ କରୁଥିବା ବୟସରୁ ସେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଯୋଡ଼ି ହୋଇ ସମାଜ ସେବା କରି ଆସୁଛନ୍ତି। ଅଙ୍କିତା କେତେବେଳେ ନିଜ ଅଞ୍ଚଳ ରେ ଥିବା ଗରିବ ପିଲାମାନଙ୍କୁ ଖାତା ପେନ୍ ଦିଅନ୍ତି ତ ଆଉ କେତେବେଳେ ଖାଦ୍ୟ ପେୟ ଦିଅନ୍ତି ତ ଆଉ କେତେ ବେଳେ ଅସହାୟଙ୍କୁ ସହାୟତାର ହାତ ବଢାନ୍ତି।
Jun 24,2024, 11:15 AM IST
odisha crime
Odisha Crime: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, ଜଣେ ମୃତ, ୨ ଗୁରୁତର
Odisha Crime: ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବଡ଼ ପୁଅ ଦଣ୍ଡପାଣି ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଜଗଦେବ ପରିଡ଼ା ଓ ସାନ ଭାଇ ପ୍ରମୋଦ ପରିଡ଼ା ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି l ୨ ଜଣଙ୍କୁ ସ୍ୱାସ୍ଥ୍ୟବସ୍ତା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି l
Jun 18,2024, 12:18 PM IST
Odisha News: ଜାଗା ବାଡିକୁ ନେଇ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ
Odisha News: ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା କରିବାପରେ ଅରୁଣ ଘରୁ ବାଇକ କାଢି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ, ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Jun 16,2024, 15:56 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.