Advertisement

Nitish Bharadwaj 

alt
Nitish Bharadwaj: ବି.ଆର ଚୋପ୍ରାଙ୍କ 'ମହାଭାରତ'ରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ନୀତୀଶ ଭରଦ୍ୱାଜ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପତ୍ନୀ ସ୍ମିତାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଭୋପାଳ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଛନ୍ତି। ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବ। ଆସନ୍ତୁ ଜାଣିବା ପୂରା ଘଟଣାବଳୀ କଣ?ନୀତୀଶ ଭରଦ୍ୱାଜ ୧୪ ଫେବୃଆରୀରେ ଭୋପାଳ କମିଶନରଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସେ କହିଥିଲେ ଯେ ତାଙ୍କ ପତ୍ନୀ ସ୍ମିତା ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ସେ ତାଙ୍କୁ ଯାଆଁଳା ଝିଅଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଅନ୍ତି ନାହିଁ । ନୀତୀଶ କହିଛନ୍ତି ଯେ ସ୍ମିତା ତାଙ୍କ ଝିଅମାନଙ୍କର ବିଦ୍ୟାଳୟଗୁଡ଼ିକୁ
Feb 15,2024, 19:52 PM IST

Trending news

;