Advertisement

Paradeep News 

alt
Jul 24,2025, 13:51 PM IST
alt
Feb 17,2025, 18:29 PM IST
alt
Sep 19,2024, 14:21 PM IST
alt
May 23,2024, 15:31 PM IST
alt
ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସାର୍ଖେଲ। କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ, ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ର କାର୍ଯ୍ୟକରି ସଭାପତି ମୋନିଦୀପା ସାର୍ଖେଲ ଙ୍କ ଉପସ୍ଥିତ ରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ ବାପି ସାର୍ଖେଲ ଙ୍କ ଏକାନ୍ତ ଅନୁଗତ ରଞ୍ଜିତ ଦାସ ମହାପାତ୍ର ଙ୍କ ସହିତ ମଙ୍ଗରାଜପୁର ଓ ହସିଣା ଗ୍ରାମର ଶତାଧିକ ମୁରବି ଓ ଛାମୁଆ କର୍ମୀମାନେ ବିଭିନ୍ନ ଦଳ ଛାଡି ପାର
May 18,2024, 15:13 PM IST
alt
Mar 10,2024, 15:13 PM IST
alt
ଛଅ ଦଫା ଦାବି ପୂରଣ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟ ଜିବୀ। ଦାବି ପୂରଣ ନହେଲେ ସମୂହ କରିବେ ଭୋଟ ବର୍ଜନ। ଆମର ହକ୍ ଆମକୁ ନଦେଲେ ହେବ ଭୟଙ୍କର ଲଢେଇ ଏଭଳି ଚରମ ଚେତାବନୀ ଶୁଣାଇଛନ୍ତି ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି।ଗତ ଫେବୃଆରୀ ୯ ତାରିଖ ରେ ପାରାଦୀପ ଲକପଡା ସ୍ଥିତ ଓଡିଶା ପାରାଦୀପ ମତ୍ସ୍ୟ ଉତ୍ପାଦକ ସଂଘ କାର୍ଯ୍ୟାଳୟରେ ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ କୁ ନେଇ ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ ଏକ ବୈଠକ କରିଥିବା ବେଳେ ଭୁବନେଶ୍ଵର ଲୋଏର ପିଏମଜି ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ସରକାର ଙ୍କୁ ଦେଇଥିବା ୬ ଦଫା ଦାବି କୁ ସରକାର କର୍ଣ୍ଣପାତ ନକରିବାରୁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭୋଟ ବ
Mar 7,2024, 17:39 PM IST
alt
୫ଦଫା ଦାବି ପୁରଣ ନହେଲେ ରାଜ୍ୟର ୧୨ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ଓ ପାରମ୍ପରିକ ମତ୍ସ୍ୟ ଓ୍ବାର୍କର୍ସ ସଂଘ ପକ୍ଷରୁ ଚେତାବନୀ। ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ପାରାଦୀପ ର ସଭାପତି ଶ୍ରୀକାନ୍ତ ପରିଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟର ବିଭିନ୍ନ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତାଙ୍କୁ ନେଇ ପାରାଦୀପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମତ୍ସଜୀବୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଥ‌ିବା ନଦୀ ମୁହାଣଗୁଡ଼ିକୁ ଖନନ କରାଇବା, ମତ୍ସ୍ୟଜୀବୀଙ୍କୁ ଡିଜେଲ ସବସିଡ ପ୍ରଦାନ କରିବା,କଇଁଛ କଟକଣା ର ସମୟସୀମା ଓ ସୀମାକୁ କମ କରିବା ସହିତ ବଇ
Feb 10,2024, 16:26 PM IST
alt
ପାରାଦ୍ବୀପ ଅଫିସର୍ସ କ୍ଲବ୍ ପରିସରରେ ୩୮ତମ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶହେରୁ ଉର୍ଦ୍ଧ ପ୍ରତିଯୋଗୀ ମାନଙ୍କର ବିଭିନ୍ନ ପ୍ରକାର ଫୁଲ,ପନିପରିବା ଓ ବିଭିନ୍ନ ପ୍ରକାର ବୃକ୍ଷ ପ୍ରଦର୍ଶିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପୁରସ୍କୃତ କରିଥିଲେ ।ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରାଦ୍ବୀପ ବନ୍ଦର ପକ୍ଷରୁ ଏହି ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ ପାରାଦୀପ ବନ୍ଦରର ପରିବେଶ ଓ ନଗର ରକ୍ଷଣା ବେକ୍ଷଣ ବିଭାଗ ପକ୍ଷରୁ ଏହି ୩୮ତମ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଏହି ପୁଷ୍ପ ପ୍ରଦର୍ଶନୀକୁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରନାଦ୍ ଉଦଘାଟନ୍ କରିଥିବା ବେଳେ, ଏହି ପୁଷ୍ପ ପ୍ରଦର୍ଶନୀ ରେ ପାରାଦ୍ବୀପ ବନ୍ଦର ତଥା ବିଭିନ୍ନ କମ୍ପାନୀ ଅଧିକାରୀ ଓ କର୍ମଚା
Feb 3,2024, 13:52 PM IST
alt
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନଖଣ୍ଡ ରେ ଚଳିତବର୍ଷ ର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ଜିଲ୍ଲାର ୫ ଟି ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଥିବା ବେଳେ ସବୁଠୁ ଅଧିକ ପକ୍ଷୀ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ସକାଳୁ ଘନ କୁହୁଡି ହୋଇଥିଲେ ମଧ୍ୟ ପାରାଦୀପ ପିପିଏଲ୍ ପରିସର ମଧ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଶୀତ ଋତୁ ରେ ଦେଶବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କର ଆଗମନରେ ପାରାଦୀପ ପିପିଏଲ୍ ସାର କାରଖାନା ପରିସର ସୌନ୍ଦର୍ଯ୍ୟ ଭରା ପରିବେଶ ସୃଷ୍ଟି ହେଉଛି। ଏହି ବିଦେଶାଗତ ପକ୍ଷୀ ମାନେ କିପରି ସୁସ୍ଥ ପରିବେଶ ରେ ଜୀବନଯାପନ କରି ପାରିବେ ଏଥି ନେଇ କମ୍ପାନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଧାରଣ ତଃ କମେନଟିଲ, ଭିଜେନ ଡକ୍, ନରଦେନ ପି
Jan 7,2024, 13:26 PM IST
View More

Trending news

;