Elina Samantray Video: ଓଡି଼ଆ ଅଭିନେତ୍ରୀ ଏଲିନା ସାମନ୍ତରାୟ। ନିକଟରେ ପ୍ରେମିକ ଅନୁରାଗ ପଣ୍ତାଙ୍କୁ ବିବାହ କରିଛନ୍ତି। ବିବାହ ପରେ ବେଶ୍ ଖୁସିରେ ଅଛନ୍ତି ଏଲିନା। ତେବେ, ଏହାରି ଭିତରେ ସେ ପ୍ରଥମ ଥର ପୂରା ପରିବାରର ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ....