DFO Nityanand Nayak: ଶେଷରେ ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ ସର୍ବଗିଳା କୋଟିପତି DFO ନିତ୍ୟାନନ୍ଦ ନାୟକ।ଆଜିକୁ ମିଶାଇ ୩ ଦିନ ଧରି ଭିଜିଲନ୍ସ ବିଭାଗ ପକ୍ଷରୁ କେନ୍ଦୁଝର ର କେନ୍ଦୁଲିଫ୍ ଡି.ଏଫ.ଓ ଙ୍କର ୩ ଟି ଜିଲାର ୭ ଟି ସ୍ଥାନରେ ଚଢ଼ାଉ କରାଯାଇ ଯାଞ୍ଚ ପରେ କୋଟି କୋଟି ଟଙ୍କାର ସମ୍ପତି ସହ ପୁଳା ପୁଳା ମାରଣାସ୍ତ୍ର ଜବତ କରିବା ପାରେ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।