Viral Video: ଉପସ୍ଥାପିକା ଲିଜା ସୋସିଆଲ ମିଡିଆ ମାଧ୍ୟମରେ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଘମାଘୋଟ' ରିଭ୍ୟୁ ସେୟାର କରିଛନ୍ତି । ଲିଜା ସିନେମାଟିକୁ ଭରପୁର ପ୍ରଶଂସା କରିବା ସହ ଘମାଘୋଟରେ ଅଭିନୟ କରିଥିବା କଳାକାରଙ୍କୁ ମଧ୍ୟ ଉତ୍ସାହିତ କରିଛନ୍ତି । କିନ୍ତୁ କଥାଛଳରେ ଲିଜା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି । ଶୁଣନ୍ତୁ ସେ କଣ କହିଛନ୍ତି