Viral Video: ଓଡ଼ିଆ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରାଙ୍କୁ ପାଖରେ ପାଇ ଖୁବ ପ୍ରଶଂସା କରିଛନ୍ତି ବଲିଉଡ ଲିଜେଣ୍ଡ୍ ଅନୁ ମଲିକ୍ । ଓଡ଼ିଶାରୁ ମୁମ୍ୱାଇ ଯାଇ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ କ୍ରିଷ୍ଣା ସକ୍ଷମ ହୋଇଛନ୍ତି ବୋଲି ଅନୁ ଭିଡିଓରେ କହିଛନ୍ତି । ଏଥିସହ ଅନୁ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କୁ ଓଡ଼ିଶା ଖୁବ ଭଲ ଲାଗେ ଏବଂ ସେ ଓଡ଼ିଶା ଲୋକଙ୍କୁ ଖୁବ ଭଲ ପାଆନ୍ତି । ସମ୍ପୂର୍ଣ୍ଣ ଭିଡିଓଟିକୁ ଦେଖନ୍ତୁ ।