Aubhav Mohanty Viral Video: ଶୁକ୍ରବାର ଦିନ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ନିର୍ବନ୍ଧ ସରିଛି। ଏହା ପରେ ଏବେ ଉଭୟରେ ଖବରର ସିରୋନାମା ପଲଟିଛନ୍ତି। ଏହାରି ମଧ୍ୟରେ ଅନୁଭବ ମହାନ୍ତିଙ୍କ ଏକ ପୂରୁଣା ଭିଡିଓ ଭାଇରାଲ ହେଉଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି।