Bahuda Yatra 2025: ଆଜି ପବିତ୍ର ବାହୁଡ଼ା ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଆସନ୍ତୁ ଜାଣିବା ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ ବିଷୟରେ। ଶୁଣନ୍ତୁ କଣ କହୁଛନ୍ତି ହରିହରାନନ୍ଦ ଗୁରୁକୁଳମର ସାଧୁ ଓ ଛତିଶା ନିଯୋଗ ମହାନାୟକ....