Manmath Routray: ବଢ଼ୁଛି ବୟସ, ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ବିଜେଡି ନେତା ମନ୍ମଥ ତାଉତରାୟ । ବାନ୍ଧବୀ ରୋଜାଲିନ୍ ପଟ୍ଟନାୟକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ମନ୍ମଥ ରାଉତରାୟ । ପ୍ରଥମ ପତ୍ନୀଙ୍କ ଠୁ ବିଚ୍ଛେଦ ପରେ ଏହା ତାଙ୍କର ଦ୍ୱିତୀୟ ବିବାହ । ତେବେ ପତ୍ନୀ ରୋଜାଲିନ୍ ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ଜଣାପଡିଛି। ତେବେ ଏହି ବିବାହ ସମୟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଫେମସ ଗୀତ ହେ ନବୀନ ବାବୁ ଗୀତରେ ବରଯାତ୍ରୀରେ ଡ୍ୟାନ୍ସ କରିଛନ୍ତି ମନ୍ମଥ । ଭାଇରାଲ ହୋଇଛି ଭିଡିଓ...