Dog Vs Cockerel: ଛତିଶଗଡ଼ କାଙ୍କରରେ ଏକ କୁକୁର ଏବଂ ଗଞ୍ଜା ମଧ୍ୟରେ ଭୟଙ୍କର ଲଢେଇ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଗଞ୍ଜାକୁ ସମ୍ନା ନ କରି ପାରି କୁକୁରଟି ସେଠାରୁ ଦୌଡି ପଳାଇଯାଏ। ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି।