Viral Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର କାରନାମା କରିବାରେ ଲାଗିଛନ୍ତି । କିଛି ବ୍ୟକ୍ତିଙ୍କ ହରକତ ଏପରି ଭାଇରାଲ୍ ହେଉଛି ଯାହା ଅନେକଙ୍କୁ ଖୁବ ଆଶ୍ଚର୍ଯ୍ୟ କରୁଛି । ତେବେ ନିକଟରେ ରାସ୍ତା ଉପରେ ଯୁବକ ଯୁବତୀ ଏପରି କିଛି ଭିନ୍ନ ଧରଣର ରିଲ୍ କରିଛନ୍ତି । ଯୁବତୀଙ୍କୁ ଯୁବକ ଜଣକ ଉଠାଇ ବିଭିନ୍ନ ଶୈଳୀରେ ଚକ୍ରି ପରି ବୁଲାଉଛନ୍ତି ।