Video: ଲୋକପ୍ରିୟ ହାସ୍ୟ ଅଭିନେତା କାଳିଆ ଆସନ୍ତା ଯାତ୍ରା ଋତୁ ପାଇଁ ଯାତ୍ରା ରଙ୍ଗମହଲରେ ଯୋଗ ଦେଇଛନ୍ତି । ଏନେଇ ରଙ୍ଗମହଲ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ଛୋଟ ପରଦାରେ କାଳିଆ ନିଜ ଅଭିନୟ ମାଧ୍ୟମରେ ସାରା ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିସାରିଛନ୍ତି । ତେବେ ଯାତ୍ରା ରଙ୍ଗମହଲରେ ଦର୍ଶକ ତାଙ୍କୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ରହିଛି ।