Viral Video: ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜନ କରାଯାଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଛି ଯାହା ଅନ୍ୟ ପାଇଁ ହସର କାରଣ ପାଲଟୁଛି । ଏହି ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଗୋଟେ ଘୁଷୁରୀକୁ ଧରିବା ପାଇଁ ପାଣି କାଦୁଅରେ ଜଣେ ଯୁବକ ଉଦ୍ୟମ କରୁଛନ୍ତି । ଅନେତ ଚେଷ୍ଟା ପରେ ଶେଷରେ ଯୁବକ ସଫଳ ହେଉଛନ୍ତି ।