Video: ଯାତ୍ରା ମଞ୍ଚରେ ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ନିର୍ଦ୍ଦେଶକଙ୍କ କାନ୍ଧରେ ଥାଏ ବଡ଼ ଦାୟିତ୍ୱ । ଦର୍ଶକଙ୍କ ହୃଦୟକୁ କିପରି ଛୁଇଁବ ନାଟକ ସେନେଇ ସବୁ ପ୍ରକାରର ଚେଷ୍ଟା କରିଥାନ୍ତି ନିର୍ଦ୍ଦେଶକ । ଏହି ଦୃଶ୍ୟରେ ଆପଣ ଦେଖିପାରୁଥିବେ କିପରି ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ଚାଲିଛି ପୂର୍ବ ପ୍ରସ୍ତୁତି । କଳାକାରମାନେ ନିର୍ଦ୍ଦେଶକଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ।