Viral Video: ଜଲିଉଡ ଜଗତର ଦୁଇ ଲୋକପ୍ରିୟ କଳାକାର ହେଉଛନ୍ତି କାବେରୀ ପାଢୀ ଏବଂ ଟାହିଆ । ଉଭୟଙ୍କ କେମେଷ୍ଟ୍ରୀକୁ ଖୁବ ପସନ୍ଦ କରନ୍ତି ଦର୍ଶକ । ଯାତ୍ରା ମଞ୍ଚରେ ଉଭୟ କଳାକାରଙ୍କୁ ପ୍ରଶଂସକମାନେ ଯେତିକି ଭଲପାଇବା ଦିଅନ୍ତି ସେତିକି ଭଲପାଇବା ସୋସିଆଲ ମିଡିଆରେ ମଧ୍ୟ ଦେଇଥାନ୍ତି । ଟାହିଆ ଏବଂ କାବେରୀ ଉଭୟେ ଅନେକ ରିଲ୍ସରେ ନଜର ଆସିଛନ୍ତି । ନିକଟରେ ଏହି ରିଲ୍ସଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।