Video: ଯାତ୍ରା ଅଭିନେତ୍ରୀ କାବେରୀ ପାଢୀଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାବେରୀ ଫୁଲ ତୋଳିବା ସମୟରେ ପାଖକୁ ଅଭିନେତା ଗୌରା ଏବଂ ଟାହିଆ ଆସି ନୂଆ ସ୍ଥାନକୁ ଯିବା ସମ୍ପର୍କରେ କହିଛନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଯାତ୍ରା ଶିବାନୀ ଗଣନାଟ୍ୟ ଏପ୍ରିଲ୍ ୯ରୁ ଯାଜପୁର ରୋଡରେ ନାଟକ ପରିବେଷଣ କରିବାକୁ ଯାଉଛି । ତେଣୁ କଳାକାରମାନେ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କୁ ସୂଚନା ଦେଇଛନ୍ତି ।