Viral Video: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଚାଲିଛି । କିନ୍ତୁ ବର୍ତ୍ତମାନ ଆଉଜଣେ ନାୟିକାଙ୍କ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାତ୍ରା ସୂର୍ଯ୍ୟମନ୍ଦିର ନାୟିକା ମାମା (Pravasini Panigrahi)ଙ୍କ କିଛି ଭିଡିଓ ବର୍ତ୍ତମାନ ଟ୍ରେଣ୍ଡିଂକୁ ଆସିଛି । ଅନେକ ଗୀତରେ ମାମା ରିଲ୍ସ କରିଥିବା ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଘୁରିବୁଲୁଛି ।