Jollywood News: ଯାତ୍ରା ଜଗତର ଅନ୍ୟତମ ଚର୍ଚ୍ଚିତ ଅଭିନେତା ଜୟଜିତ ଦାସଙ୍କୁ ଯାତ୍ରାପ୍ରେମୀ ୨୦୨୫-୨୬ ବର୍ଷରେ ଦେଖିବାକୁ ପାଇବେ ଯାତ୍ରା ଗ୍ରାଣ୍ଡମହଲରେ । ଏନେଇ ଜୟଜିତ ନିଜ ପ୍ରଶଂସକମାନଙ୍କୁ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ଖୁବଶୀଘ୍ର ଜୟଜିତଙ୍କ ନୂଆ ନାଟକ ସମ୍ପର୍କରେ ଯାତ୍ରା ଗ୍ରାଣ୍ଡମହଲ ପକ୍ଷରୁ ସୂଚନା ଦିଆଯିବ ।