Viral Video: ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ପଣ୍ତା। ଯାତ୍ରାର ଲିଡ୍ ରୋଲ୍ ରେ ତାଙ୍କୁ ଦେଖିବାକୁ ମିଳେ। ନିକଟରେ ଯାତ୍ରା ପାଟି ମାଲିକଙ୍କ ବିରୋଧଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ ସୋନାଲିଙ୍କ ପୂର୍ବତନ ସ୍ବାମୀ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତାହା ପୁଣି ରାସ୍ତା କଡରୁ...