MahaKumbh 2025 Viral Video: ମହାକୁମ୍ଭରେ ବୁଡ ପକାଇବାବାକୁ ଆସିଥିବା ଜଣେ ପିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ସେ ନିଜର ପାପ ଏବଂ ତାଙ୍କ ଫୋନର ପାପ ଧୋଇ ଦେଉଥିବାର ନଜର ଆସୁଛନ୍ତି। ଭିଡିଓରେ ପିଲାଟି ନଦୀରେ ନିଜ ମୋବାଇଲ୍ ଫୋନକୁ ବୁଡ଼ାଉଥିବାର ଦେଖାଯାଉଛି। ପିଲାଟି ତା ମୋବାଇଲକୁ ପାଣିରେ ବୁଡ଼ାଇ କହୁଛି, "ବନ୍ଧୁମାନେ, ମୁଁ ମୋ ସହିତ ମୋ ମୋବାଇଲକୁ ମଧ୍ୟ ଗଙ୍ଗାରେ ସ୍ନାନ କରି ଦେଉଛି...।"