Viral Girl Monalisa: ଭାଇରାଲ ଗର୍ଲ ମୋନାଲିସାଙ୍କୁ ଠେଲାପେଲା ସହ ଧସ୍ତାଧସ୍ତି, ଭିଡିଓ ହେଲା ଭାଇରାଲ । ମହାକୁମ୍ଭରୁ ଭାଇରାଲ ହୋଇଥିଲା ଏହି ସୁନ୍ଦରୀ ଯୁବତୀଙ୍କ ଭିଡିଓ...ହରିଣୀ ପରି ଆଖି ପାଇଁ ରାତାରାତି ସୋସିଆଲ ମିଡିଆ ସେନସେସନ ପାଲଟିଥିବା ମୋନାଲିସାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ତାଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଛି । ଆଉ ଏହି ଭିଡିଓଟି ମହାକୁମ୍ଭର ପୁରୁଣା ଭିଡିଓ ବୋଲି କୁହାଯାଉଛି ।