Mahua Moitra threatens Odisha Govt: ମହୁଆ ମୌତ୍ରା ଏକ ଭିଡିଓ କରି ଓଡ଼ିଶା ସରକାରଙ୍କୁ ଧମକ ଦେଲେ ମହୁଆ ମୌତ୍ରା ଦେଇଛନ୍ତି। ଏହ ସମେତ ସେ କହିଛନ୍ତି ଯେ ଝାରସୁଗୁଡାରେ ନଦିଆର ୨୩ ଜଣ ଶ୍ରମିକଙ୍କୁ ବେଆଇନ ଅଟକ ରଖାଯାଇଛି। ଓଡ଼ିଶାର ମୁଖ୍ୟ ସଚିବ ଓ ଓଡ଼ିଶା DGP କୁ ତୁରନ୍ତ ମୁକ୍ତ କରିବାକୁ କହିଛନ୍ତି। ଦେଖନ୍ତୁ ଏହି ଭିଡ଼ିଓ-