Advertisement
Videos Details/odisha/zeeodisha2022468
Video ThumbnailPlay icon

Anubhav And Varsha: ଆଉ ବର୍ଷାଙ୍କ ହାତ ଧରି ଚାଲିବେନି ଅନୁଭବ, ଅନୁମତି ଦେଇଦେଲେ ହାଇକୋର୍ଟ

ଅଲଗା ହେବେ ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ । ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦଙ୍କୁ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ ତଳକୋର୍ଟ । ଏହାପରେ ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଆଉ ଏବେ ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହିତ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ଅନୁଭବ ମଗାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ । ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ । ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ । ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ । ୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ଅଟକି ରହିଥିଲା । ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟାର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ।
Video: କୋରିଓଗ୍ରାଫର ଫିରୋଜଙ୍କ ସହ ଅଭିନେତା ଅଙ୍କିତ୍, ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:28
Video: ଅଭିନେତା ବବି ମିଶ୍ର ଗାଇଲେ ଏପରି ଗୀତ, ଛୋଟ ପିଲା କ'ଣ କହିଲେ ଦେଖନ୍ତୁ...
Play icon00:50
Indian soldier death: ସିଲିଗୁଡ଼ିରେ ଚିକିତ୍ସାଧୀନ ଅବସ୍ଥାରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ, ଦେଖନ୍ତୁ ଏହି ଭିଡିଓ...
Play icon02:34
Viral Video: ଭାଇରାଲ ହେଲା ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:43
Video: ଧଉଳି ଗଣନାଟ୍ୟ ଗେଟ୍ ପାଖରୁ ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:26
Video: ସୌମ୍ୟଶ୍ରୀ ବିଶିଙ୍କ ଏହି ଭିଡିଓ ହେଉଛି ଭାଇରାଲ୍
Play icon00:14
Viral Video: ଏପରି ବିବାଦୀୟ ଭିଡିଓ କରି ଫସିଲେ 'ଅନ୍ ଟାଲେଣ୍ଟେଡ୍ ଗାଏ' ଉଦିତ୍, ଦେଖନ୍ତୁ ଏହି ଭିଡିଓ...
Play icon00:42
Viral Video: ମୋବାଇଲକୁ ନେଇ ଝଗଡା ଓ ତାପରେ ଘରେ କେହି ନଥିବା ବେଳେ ଜୀବନ ହାରିଲେ ଛାତ୍ରୀ, ଦେଖନ୍ତୁ ଏହି ଭିଡିଓ....
Play icon04:18
Weather Report: ଘଡ଼ଘଡ଼ି ପବନ ସହ ବର୍ଷା ନେଇ ଏହି ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon02:20
Accident Video: ଗୋରେଖନାଥ ଦର୍ଶନ ସାରି ଫେରୁଥିବା ବେଳେ ବସ ଧକ୍କାରେ ଚାଲିଗଲା ଜୀବନ, ଦେଖନ୍ତୁ ଏହି ଭିଡିଓ..
Play icon01:19
Video: ଭାଇରାଲ୍ ହେଉଛି ସ୍କୁଲ ଛାତ୍ରୀଙ୍କ ବୋଲବମ୍ ଡ୍ୟାନ୍ସ ଭିଡିଓ
Play icon00:25
Weather Report: ଆସନ୍ତାକାଲି ବି ପ୍ରବଳ ବର୍ଷିବ, ରାଜ୍ୟର ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ବିଭାଗ
Play icon02:47
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon01:06
Video: ରାସ୍ତା ଉପରେ ବର୍ଷାଙ୍କ ସହ ଟୁଙ୍ଗୁରୁ ଭୋଳ କରୁଛନ୍ତି ଏହି ହରକତ, ଭିଡିଓ ଭାଇରାଲ୍
Play icon00:15
Audio Viral: ପୁରୀରେ ଭୂତ ଆତଙ୍କ...ଭାଇରାଲ ହେଉଛି ଏକ ମହିଳା କାନ୍ଦିବାର ବିକଟାଳ ଅଡିଓ
Play icon00:34
SRC Press Meet: ବୈତରଣୀ ଏବଂ ଜଳକାରେ ବନ୍ୟା ସ୍ଥିତି, ଯାଜପୁର ଏବଂ ଭଦ୍ରକ ଜ଼ିଲ୍ଲା ପାଇଁ ସତର୍କତା
Play icon07:33
Weather Report: ୨ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା, ଆସନ୍ତାକାଲି ପାଇଁ ମଧ୍ୟ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Play icon03:00
Hirakud Dam Open: ଏବେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରିବ ହୀରାକୁଦ ଜଳ ଭଣ୍ଡାର, ସୂଚନା ଦେଲେ ମୁଖ୍ୟଯନ୍ତ୍ରୀ
Play icon02:14
Viral Video: ବୁଢ଼ୀ ମାଆ ଜଣକ ଏପରି ଚଲାଇଲଲେ ଟ୍ରାକ୍ଟର, ଡ୍ରାଇଭିଂ ଦେଖି ସମସ୍ତେ କରୁଛନ୍ତି ସଲାମ!
Play icon00:22
Video: ପତ୍ନୀଙ୍କ ସହ ଅଭିନେତା ଶ୍ରୀତମ ଦାସ, ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:30
Video: ଅଭିନେତ୍ରୀ ଜାକଲିନ ପରିଡାଙ୍କ ଏହି ନୃତ୍ୟ ହେଉଛି ଭାଇରାଲ୍
Play icon00:24
Rahul Gandhi: ନରେନ୍ଦ୍ର ମୋଦୀ କୋଉ ବଡ଼ ସମସ୍ୟା ନୁହେଁ, ପିଏମ ମୋଦୀଙ୍କୁ କାହିଁକି ଏମିତି କହିଲେ ରାହୁଲ?
Play icon02:34
Vigilance Raid: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ
Play icon01:16
CCTV Video Viral: ସିସିଟିଭିରେ କଏଦ ହେଲା ସ୍କୁଟି ଚୋରିର ଦୃଶ୍ୟ, ଦେଖନ୍ତୁ ଏହି ଭିଡିଓ..
Play icon01:55
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon00:55
Viral Video: କଳାପଥର ଉଚ୍ଚ ବିଦ୍ୟାଳୟ ନିକଟରେ ନରକଙ୍କାଳ ଠାବକୁ ନେଇ ଚାଞ୍ଚଲ୍ୟ, ଦେଖନ୍ତୁ ଏହି ଭିଡିଓ...
Play icon01:43
Viral Video: ମୂଷାକୁ ନିଜ ତକିଆ କରି ଶୋଇଲା ବିଲେଇ, ଭିଡିଓ ଦେଖି ଅଟାକଇ ପାରିବେନି ହସ
Play icon00:25
Weather Report: ଘଡ଼ଘଡ଼ି ପବନ ସହ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon05:04
Viral Video: ରାଜ୍ୟରେ ଆଉ ଏକ ଦୁଷ୍କର୍ମ ଅଭିଯୋଗ, ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କିୟ ଜେଜେବାପା...
Play icon01:41
DFO Nityanand Nayak: ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ ସର୍ବଗିଳା କୋଟିପତି DFO ନିତ୍ୟାନନ୍ଦ ନାୟକ, ଦେଖନ୍ତୁ ଏହି ଭିଡିଓ
Play icon02:36
Advertisement
;