Elina Samantray Viral Video: ଅଭିନେତ୍ରୀ ଏଲିନା ସାମନ୍ତରାୟ। ନିଜର ଦମଦାର ଅଭିନୟ ଓ ସୁନ୍ଦର ଚେହେରା ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। 'ଇସ୍କ ତୁହି ତୁ' ରୁ କ୍ୟାରିୟର ଆରମ୍ଭ କରିଥିବା ଏଲିନା ଓଲଉଡ଼ର ଜଣେ ଆଗ ଧାଢିର ଅଭିନେତ୍ରୀ। ତେବେ, ଏହାରି ଭିତରେ ଏଲିନାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇଲାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ....