Elina Samantray Video: ଓଡି଼ଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟ। ଇସ୍କ ତୁ ହି ତୁ ରୁ କ୍ୟାରିୟର ଆରମ୍ଭ କରିଥିବା ଏଲିନା ଆଜି ଜଣେ ସଫଳ ନାୟିକା। ନିକଟରେ ସେ ବିବାହ କରିଛନ୍ତି। ପ୍ରେମିକ ଅନୁରାଗଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି। ବିବାହ ପରେ ସେ ନିଜ ସ୍ବାମୀଙ୍କ ସହ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥିବା ଦେଖିବାକୁ ମିଳିଛି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏଲିନା ମନ ଖୋଲି ଖୋଲା ଆକାଶ ତଳେ ଡାନ୍ସ କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ....