Viral Video: ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ଓଡିଆ ଯାତ୍ରା ଜଗତର ଜଣାଶୁଣା ନାଁ। ଏକାଧିକ ଓଡିଆ ଫିଲ୍ମରେ ସେ କାମ କରି ପରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ଆଜି ସେ ଜଲିଉଡର ଜଣେ ନାଁ କରା ଅଭିନେତ୍ରୀ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଘଞ୍ଚ ଜଙ୍ଗଲରୁ ଜଣେ ଯୁବକଙ୍କ ସହ ଭାଇରାଲ୍ ହୋଇଛି। ଦେଖନ୍ତୁ...