Viral Video: ସୁପରଷ୍ଟାର ଅନୁଭବ ମହାନ୍ତି ହୋଲି ରଙ୍ଗରେ ନିଜକୁ ରଙ୍ଗୀନ କରିଛନ୍ତି । ନିଜ ସାଥୀଙ୍କ ସହ ହୋଲିକୁ ବେଶ୍ ମନଭରି ଉପଭୋଗ କରୁଥିବାର ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଢୋଲ ବଜାଇବା ସହ ଅନୁଭବ ନିଜ ପ୍ରିୟଜନଙ୍କୁ ରଙ୍ଗ ଅବିର ଲଗାଇଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.