Viral Video: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଭବ ନିଜର ନୂଆ ସିନେମା ରାବଣର ପ୍ରମୋଶନ କରିଛନ୍ତି । କଲେଜ ପିଲାଙ୍କ ଗହଣରେ ରାବଣର ଏକ ଦମଦାର ଡାଏଲଗ ଉପସ୍ଥାପନ କରିବା ସମୟରେ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।