Viral Video: ଏହି ଯୁବକଙ୍କ କୌଶଳ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ରାସ୍ତା ମଝିରେ ଏକ ନାଗ ସାପ ଆସୁଥିବାର ଦେଖି ବାଟରେ ଯାଉଥିବା ଲୋକ ଅଟକିଯାଇଥିଲେ । କିନ୍ତୁ ଏହି ଯୁବକଜଣକ କୌଶଳର ସହ ସାପଟିକୁ ଧରିବାରେ ସଫଳ ହୋଇଛନ୍ତି । ବୋଧହୁଏ ସାପ ଧରିବାର କଳା କୌଶଳ ଖୁବ ଭଲ ଭାବରେ ଜାଣିଛନ୍ତି ବ୍ୟକ୍ତିଜଣକ । କିନ୍ତୁ ଆପଣ କଦାପି ଏପରି ବିପଜ୍ଜନକ କାର୍ଯ୍ୟ କରନ୍ତୁ ନାହିଁ ।