Advertisement
  • Rashmita Sahoo

    Rashmita Sahoo

    Senior Sub Editor (Zee Odisha)

Stories by Rashmita Sahoo

Weather Report: ଆସୁଛି ୨ଟି ଲଘୁଚାପ! ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

weather report

Weather Report: ଆସୁଛି ୨ଟି ଲଘୁଚାପ! ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

Weather Report: ଆସୁଛି ୨ଟି ଲଘୁଚାପ! ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା । ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ରହିଛି। ଏହା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି, ଆସନ୍ତାକାଲି ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

Jun 28,2025, 20:26 PM IST

Innova Car: ରଥଯାତ୍ରା ପାଇଁ ବାଇକ୍ ମନା...ହେଲେ ବଡ଼ଦାଣ୍ଡରେ ବୁଲିଲା ଛତିଶଗଡ଼ର ଇନୋଭା କାର୍

Innova car

Innova Car: ରଥଯାତ୍ରା ପାଇଁ ବାଇକ୍ ମନା...ହେଲେ ବଡ଼ଦାଣ୍ଡରେ ବୁଲିଲା ଛତିଶଗଡ଼ର ଇନୋଭା କାର୍

Innova Car: ରଥଯାତ୍ରା ପାଇଁ ବାଇକ୍ ମନା...ହେଲେ ବଡ଼ଦାଣ୍ଡରେ ବୁଲିଲା ଛତିଶଗଡ଼ର ଇନୋଭା କାର୍ । ଆଜି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଘଟଣା। ଏକ ଛତିଶଗଡ଼ ନମ୍ବର ଥିବା ଇନୋଭା କାର୍ ଟି ବଡ଼ଦାଣ୍ଡରେ ଏଣ୍ଟ୍ରି କରିଥିଲା। ଯେତେ ପଚାରିଲେ ବି ଗାଡିଟି ଅଟକୁନଥିଲା। ଆପଣ ଜାଣିଥିବେ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ବାଇକ୍ ଠୁ ସାଇକେଲ ମଧ୍ୟ ବାରଣ ହୋଇଥାଏ। ହେଲେ ଏହିକାର୍ ଟି ଯେତେବେଳେ ପଶିଆସିଥିଲା ଏହାକୁ ଲୋକ ଘେରିଥିଲେ। ଖାଲି ଏତିକି ଜାଣିବାକୁ ପାଇଥିଲେ ଯେ ଏଇ ଗାଡ଼ିରେ ଜଣେ ଏମଏଲଏ ଆସିଥିଲେ ହେଲେ ଛତିଶଗଡ଼ ଗାଡିରେ କେଉଁ ଏମଏଲଏ ଓ ଭିଆଇପି ଆସିଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି।

Jun 28,2025, 17:13 PM IST

Nandighosha Rath: କାହିଁକି ନନ୍ଦିଘୋଷ ରଥଟଣା ହେଲା ଢେର୍ ବିଳମ୍ବ...ଜାଣନ୍ତୁ ୫ଟି ପଏଣ୍ଟରେ ସବୁକ

nandighosha rath

Nandighosha Rath: କାହିଁକି ନନ୍ଦିଘୋଷ ରଥଟଣା ହେଲା ଢେର୍ ବିଳମ୍ବ...ଜାଣନ୍ତୁ ୫ଟି ପଏଣ୍ଟରେ ସବୁକ

Nandighosha Rath: ଆଜି ପବିତ୍ର ରଥଯାତ୍ରା । କୋଟି ଓଡ଼ିଆଙ୍କ ମଉଡ଼ମଣି ନଗର ଭ୍ରମଣରେ ବାହାରି ଜନ୍ମବେଦୀକୁ ଯିବେ ।  ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଶୁକ୍ରବାର ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ବଡ଼ଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଅପେକ୍ଷା କରିଥିଲା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ । ହେଲେ ଏବେ ଏକ ବଡ଼ ବିଭ୍ରାଟ ଦେଖିବାକୁ ମିଳିଛି । କାଳିଆ ସାଆନ୍ତଙ୍କ ରଥଟଣା ଏବେଯାଏଁ କରାଯାଇନାହିଁ। ରାତି ଆସି ୮ଟା ବାଜିବାକୁ ବସିଲାଣି, ହେଲେ ଏଯାଏଁ ଗଡ଼ିନି ନନ୍ଦିଘୋଷ ରଥ। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ପରେ ବି କାଳିଆର ନନ୍ଦିଘୋଷ ରଥଟଣାରେ ବିଳମ୍ୱ ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ନନ୍ଦିଘୋଷ ରଥଟଣାରେ କାହିଁକି ଏତେ ବିଳମ୍ବ ଦେଖିବାକୁ ମିଳିଲା ।   

Jun 27,2025, 19:56 PM IST

Ratha Yatra Security: ସୁରକ୍ଷା ବଳୟରେ ପୁରୀ, ୨ଶହ ପ୍ଲାଟୁନ ଫୋର୍ସଙ୍କ ସହ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ

Ratha yatra

Ratha Yatra Security: ସୁରକ୍ଷା ବଳୟରେ ପୁରୀ, ୨ଶହ ପ୍ଲାଟୁନ ଫୋର୍ସଙ୍କ ସହ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ

Ratha Yatra: ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ୨ଶହ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ କରାଯାଇଛି । ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି । ବମ ସ୍କ୍ୱାଡ଼, ଡ଼ଗ ସ୍କ୍ୱାଡ଼ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି । ସମୁଦ୍ର ପଥ ସୁରକ୍ଷା କୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଳେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି । ଭୁବନେଶ୍ଵର ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହର ରେ ୨୭୫ ଟି ଏଆଇ କ୍ୟାମେରା ଲଗାଯାଇଛି। ସେପଟେ ରଥକୁ ଅଣସେବାୟତ ଓ ମୋବାଇଲ ଧରି ଚଢିଲେ ତାକୁ ଜଗିବା ପାଇଁ ଗଠନ ହୋଇଛି ତିନି ରଥ ପାଇଁ ତିନି ଶୋଧ ଦଳ । ନନ୍ଦିଘୋଷ ରଥ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ୨୩ ଜଣିଆ, ତାଳଧ୍ବଜ ରଥ ପାଇଁ ଏ

Jun 27,2025, 18:39 PM IST

Bou Buttu Bhuta: ବୋଉ ବୁଟୁ ଭୂତ ଫିଲ୍ମରେ ଅମରୀ ଭୂମିକାରେ ଥିବା କଳାକାରଙ୍କ ଏହି ଭିଡିଓ ହେଲା ଭାଇରାଲ

Bou Buttu Bhuta

Bou Buttu Bhuta: ବୋଉ ବୁଟୁ ଭୂତ ଫିଲ୍ମରେ ଅମରୀ ଭୂମିକାରେ ଥିବା କଳାକାରଙ୍କ ଏହି ଭିଡିଓ ହେଲା ଭାଇରାଲ

Bou Buttu Bhuta: ବୋଉ ବୁଟୁ ଭୂତ ଫିଲ୍ମରେ ଅମରୀ ଭୂମିକାରେ ଥିବା କଳାକାରଙ୍କ ଏହି ଭିଡିଓ ହେଲା ଭାଇରାଲ । ବକ୍ସ ଅଫିସରେ ପଇସା ଛାଣୁଛି ଓଡ଼ିଆ ଫିଲ୍ମ ବୋଉ ବୁଟୁ ଭୂତ । ରଜ ବଜାରକୁ ନଜରରେ ରଖି ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ' ଦିନକୁ ଦିନ ଧମାକା କରିବାରେ ଲାଗିଛି । ଜୁନ ୧୨ ତାରିଖ ରେ ରିଲିଜ ହୋଇଥିବା ବେଳେ ଫିଲ୍ମ ରିଲିଜ ଦିନରୁ ବକ୍ସ ଅଫିସରେ ରାଜ୍ କରୁଛି । ଫିଲ୍ମକୁ ନେଇ ବେଶ ଲୋକପ୍ରିୟତା ବଢୁଥିବା ବେଳେ ପ୍ରଶଂସା ମଧ୍ୟ ସାଉଁଟୁଛି । କେବଳ ଏତିକି ନୁହେଁ ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କଲାଣି । ତେବେ ଫିଲ୍ମରେ ଅନେକ ଚରିତ୍ରଙ୍କ ମଧ୍ୟରୁ ଅମରୀ ଚରିତ୍ରକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ...ଆଉ ଅମରୀ ତଥା ଅଭିନେତା ଜଗନ୍ନାଥ ସେଠ୍ ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Jun 24,2025, 19:26 PM IST

Ratha Yatra 2025: ମହାପ୍ରଭୁଙ୍କ ଦଶମୂଳ ମୋଦକ ସତରେ ଚୋରୀ ନା ଗୁଜବ, ଶୁଣନ୍ତୁ କଣ କହୁଛନ୍ତି ମୁଖ୍ୟ ପ୍ରଶାସକ

Ratha Yatra 2025

Ratha Yatra 2025: ମହାପ୍ରଭୁଙ୍କ ଦଶମୂଳ ମୋଦକ ସତରେ ଚୋରୀ ନା ଗୁଜବ, ଶୁଣନ୍ତୁ କଣ କହୁଛନ୍ତି ମୁଖ୍ୟ ପ୍ରଶାସକ

Ratha Yatra: ଅଣବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରୀ। ଗାରଦ ଘରୁ ଚୋରୀ କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ଅଣବସର ଏକାଦଶୀ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି ମୋଦକ କମ୍ ଥିବା ଦେଖିବାକୁ ମିଳିଥିଲା। ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

Jun 24,2025, 14:39 PM IST

Bjd Press Meet: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଆସନ୍ତା ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ

Odisha BJD

Bjd Press Meet: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଆସନ୍ତା ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ

Odisha BJD: ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ବିଜେଡି । ନାରୀ ସୁରକ୍ଷାକୁ ନେଇ ସମସ୍ତ କଲେଜ କ୍ୟାମ୍ପସରେ ପ୍ରତିବାଦ କରାଯିବ। ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ମୋହନ ସରକାରଙ୍କ ବିରୋଧରେ । ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର ସଂଗଠନକୁ ଆହ୍ଵାନ ଦେଇଛି ଛାତ୍ର ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ଅଭିଯୋଗ କରିଛନ୍ତି, ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢ଼ିଛି ଦୁଷ୍କର୍ମ। ଚୋରୀ, ଡକାୟତି, ରାହାଜାନୀ ବଢ଼ିଛି । ପ୍ରତ୍ୟେକ ଦିନ ୧୫ଟି ଦୁଷ୍କର୍ମ ହେଉଛି।

Jun 23,2025, 14:39 PM IST

Naveen Patnaik Surgery: କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ନବୀନଙ୍କର କରାଗଲା ସଫଳ ଅସ୍ତ୍ରୋପଚାର

Naveen Patnaik Surgery

Naveen Patnaik Surgery: କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ନବୀନଙ୍କର କରାଗଲା ସଫଳ ଅସ୍ତ୍ରୋପଚାର

Naveen Patnaik: ସଫଳତାର ସହ ସରିଲା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର। ମୁମ୍ବାଇର କୋକିଳାବେନ୍ ଧୀରାଭାଇ ଅମ୍ବାନୀ ହସପିଟାଲରେ ନବୀନଙ୍କର କରାଯାଇଛି ସଫଳ ଅସ୍ତ୍ରୋପଚାର। ଅପରେସନ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ନବୀନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା। ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ହେବେ ଡିସଚାର୍ଜ। କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ। ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ, ବୟସ ବଢିଲେ ସର୍ଭିକାଲ ଆଥ୍ରାଇଟିସ ହୁଏ। ଆଜି ଦୁଇ ଘଣ୍ଟା ଧରି ଅପରେସନ ଚାଲିଥିଲା।

Jun 22,2025, 15:39 PM IST

Trending news

Read More








;